ବାଣପୁର ବ୍ଲକ ର ନିଳାଦ୍ରୀପ୍ରସାଦ ଓ ବର୍ବରା ଅଂଚଳର ଦେଶୀ ମଦ ଜବତ


୧୩/୦୫। ବାଣପୁର ଅଂଚଳ ରେ ଖୋଲା ଖୋଲି ଦେଶୀ ମଦ ବେପାର କରୁଛ ନ୍ତି ମଦ ମାଫିଆ ——————-==ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅଧୀନରେ ବର୍ବରା ଓ ନୀଳାଦ୍ରି ପଂଚାୟତ କୁ ମଦ ପିଇବା ଓ ନେବାକୁ ଆଖ ପାଖଓ ବାହାର ଲୋକଙ୍କୁ ଦେଶୀ ମଦ ବା ମହୁଲି ଯୋଗାଇ ଦେଉଥିବା ମଦ ମାଫିଆ ମାନେ ହାଣ୍ଡି ରେ ମହୁଲ ଫୁଲ କୁ ଆଣି ପୋଚ କରି ରାନ୍ଧି ମହୁଲି ବା ଦେଶୀ ମଦ ତିଆର କରି ମାଲେ ମାଲ ହେଉଛନ୍ତି, ଖବର ପାଇପୋଲିସ ଓ ଅବକାରୀ ବିଭାଗ, ବାଲୁଗାଁ ଏ ସଡ଼ି ପି ଓ ସୁରେଶ କୁମାର ଦାସ ଙ୍କ ନେତୃତ୍ୱ ରେ ବାଲୁଗାଁ ଆଇ ଆଇ ସି ରମାକାନ୍ତ ମହାଳିକ, ବାଣପୁର ର ଆଇ ଆଇ ସି ସଞ୍ଜୟ କୁମାର ପଟ୍ଟନାୟକ,ଅବକାରୀ ସବ ଇଂନ ସପ୍ୟାକଟେର ଦିଗ ବିଜୟ ବିଶ୍ୱାଳ, ଏ ସଆଇ ବସନ୍ତ ପଟ୍ଟନାୟକ ଓ ତାଙ୍କ ଟିମ ଚଢ଼ାଉ ରେ ସାମିଲ ଥିଲେ, ନୀଳାଦ୍ରି ପଂଚାୟତ ଓ ବର୍ବରା ପଂଚାୟତ କୁ ରେଡ କରି ପ୍ରତେକ ଜାଗା ରୁ ଲିଟର ଲିଟର ଦେଶୀ ମଦ ପୋଚ ଜବତ କରି ଛନ୍ତି, କିନ୍ତୁ କୌଣସି ମଦ ମାଫିଆ ଙ୍କୁ ଧରିପାରି ନାହିଁ, ଅଭିଯୁକ୍ତ ମାନେ ଫେରାର, ତେଣୁ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ସାଧାରଣ ରେ ଦାବି ହେଉଛି, ବାଣପୁର ରୁ ଗୋବିନ୍ଦ ଜାଲିକଂ ରିପୋର୍ଟ ବାଣପୁର Co media pratingya tv

ବୟସ ୬୫ ହେଲେ ସରକାରୀ ଭତ୍ତା ମିଳୁନି।


ବାଣପୁର /ଖୋର୍ଧା ୨/୦୫/୨୦NAC ର ପ୍ରତ୍ୟେକ ୱାର୍ଡରେ କିଛି ନା କିଛି ସାଧାରଣ ଗରିବ ଲୋକଙ୍କ ସମସ୍ୟା ଲାଗି ରହିଛି ।ବହୁ ଯୋଗ୍ୟ ନିରୀହ ବୁଢା ବୁଢ଼ୀ ସେମାନଙ୍କର ମାନବିକ ଅଧିକାର ତଥା ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ।ଆଜି ଆମେ 2 ନମ୍ବର ୱାର୍ଡର କିଛି ବୁଢା ବୁଢ଼ୀକୁ ଭେଟିଥିଲୁ । ଏ ହେଉଛନ୍ତି ସେ ବୁଢ଼ୀ ମାଉସୀ ବୟସ 65 ବର୍ଷରୁ ଉର୍ଦ୍ଧ୍ବ ।ଯିଏ ନିଜର ଭତ୍ତା ଖଣ୍ଡେ ପାଇଁ 3 ବର୍ଷ ହେଲା NAC କାର୍ଯ୍ୟାଳୟକୁ ପାଞ୍ଚ ପାଞ୍ଚ ଥର ଦଉଡି ଦଉଡି ଶେଷ ରେ ନିରାଶ ହୋଇ ଥକି ପଡିଛନ୍ତି ।ସରକାରଙ୍କ ନିୟମ ଅଛି 60 ବର୍ଷରୁ ଉର୍ଦ୍ଧ୍ବ ବୟସ ହେଲେ ଜଣେ ଭତ୍ତା ପାଇବା ପାଇଁ ଯୋଗ୍ୟ ହେବେ କିନ୍ତୁ ଏହି ବୁଢ଼ୀ ମାଉସୀଙ୍କୁ 65 ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ହୋଇଥିଲେ ମଧ୍ୟ ଭତ୍ତା ଖଣ୍ଡେ ମିଳିନାହିଁ ।

ବାଣପୁର ବିଗଂପିତ ଅଂଚଳ ର ମହିଳା ଖାଦ୍ୟ ପାଇଁ ଗୁହାରୀ କରିଛନ୍ତି


ବାଣପୁର ବିଗଂପିତ ଅଂଚଳ ର ୧୩ ନମ୍ବର ୱାର୍ଡର ମହିଳାକଂ ନାମ ଅର୍ଣପୁର୍ଣା ରାଉତ ଗତ ୩ ବର୍ଷ ହେଲା ରାଜନ କାର୍ଡ ଖଣ୍ଡେ ପାଇଁ ବିଗଂପିତ ଅଂଚଳ କାର୍ୟଳୟ କୁ ଦଉଡୁଛନ୍ତି କାର୍ଡ ପାଇଁ ଅଧିକାରୀ କଂ ଠାରୁ ରସିଦ ମଧ୍ୟ ପାଇଛନ୍ତି ମାତ୍ର ତାଙ୍କୁ ଏ ପର୍ଯ୍ୟନ୍ତ ରାସନ ମିଳିନି। ମହାମାରୀ ସମୟରେ ସରକାର କଂ ଯୋଜନା ଯୋଜନାରେ ମାତ୍ର ଏ ଦିନ ମୁଲିଆ କଥା ବୁଝନ୍ତି କିଏ ଏ ନେଇ ୧୦ ଦିନ ତଳେ ବାଣପୁର କାର୍ଯ୍ୟନିର୍ବାହୀ ଅଧିକାରୀ ତାକଂ ଘରକୁ ଯାଇଥିଲେ ମାତ୍ର ଏ ପର୍ଯ୍ୟନ୍ତ ତାକୁ କିଛି ବି ମିଳିନି ଆମର ପ୍ରତିନିଧି ତଥା ସମାଜସେବୀ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ସେ ମହିଳା କଂ ସପଖୟରେ ଦାବୀ କରିଛନ୍ତି ତାକୁଂ ତୁରନ୍ତ ଖାଦ୍ୟ ସାମଗ୍ରୀ ମିଳୁ ଯାହାକି ସରକାର କହୁଛନ୍ତି ଏ ମହମାରୀ ସମୟରେ କେହି ଖାଦ୍ୟ ଅଭାବରେ ନ ରହୁ।

The Journey Begins


Thanks for joining me!

Good company in a journey makes the way seem shorter. — Izaak Walton

post

Create your own website, free on WordPress.com.Create your own website.
Start free