
୧୩/୦୫। ବାଣପୁର ଅଂଚଳ ରେ ଖୋଲା ଖୋଲି ଦେଶୀ ମଦ ବେପାର କରୁଛ ନ୍ତି ମଦ ମାଫିଆ ——————-==ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅଧୀନରେ ବର୍ବରା ଓ ନୀଳାଦ୍ରି ପଂଚାୟତ କୁ ମଦ ପିଇବା ଓ ନେବାକୁ ଆଖ ପାଖଓ ବାହାର ଲୋକଙ୍କୁ ଦେଶୀ ମଦ ବା ମହୁଲି ଯୋଗାଇ ଦେଉଥିବା ମଦ ମାଫିଆ ମାନେ ହାଣ୍ଡି ରେ ମହୁଲ ଫୁଲ କୁ ଆଣି ପୋଚ କରି ରାନ୍ଧି ମହୁଲି ବା ଦେଶୀ ମଦ ତିଆର କରି ମାଲେ ମାଲ ହେଉଛନ୍ତି, ଖବର ପାଇପୋଲିସ ଓ ଅବକାରୀ ବିଭାଗ, ବାଲୁଗାଁ ଏ ସଡ଼ି ପି ଓ ସୁରେଶ କୁମାର ଦାସ ଙ୍କ ନେତୃତ୍ୱ ରେ ବାଲୁଗାଁ ଆଇ ଆଇ ସି ରମାକାନ୍ତ ମହାଳିକ, ବାଣପୁର ର ଆଇ ଆଇ ସି ସଞ୍ଜୟ କୁମାର ପଟ୍ଟନାୟକ,ଅବକାରୀ ସବ ଇଂନ ସପ୍ୟାକଟେର ଦିଗ ବିଜୟ ବିଶ୍ୱାଳ, ଏ ସଆଇ ବସନ୍ତ ପଟ୍ଟନାୟକ ଓ ତାଙ୍କ ଟିମ ଚଢ଼ାଉ ରେ ସାମିଲ ଥିଲେ, ନୀଳାଦ୍ରି ପଂଚାୟତ ଓ ବର୍ବରା ପଂଚାୟତ କୁ ରେଡ କରି ପ୍ରତେକ ଜାଗା ରୁ ଲିଟର ଲିଟର ଦେଶୀ ମଦ ପୋଚ ଜବତ କରି ଛନ୍ତି, କିନ୍ତୁ କୌଣସି ମଦ ମାଫିଆ ଙ୍କୁ ଧରିପାରି ନାହିଁ, ଅଭିଯୁକ୍ତ ମାନେ ଫେରାର, ତେଣୁ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ସାଧାରଣ ରେ ଦାବି ହେଉଛି, ବାଣପୁର ରୁ ଗୋବିନ୍ଦ ଜାଲିକଂ ରିପୋର୍ଟ ବାଣପୁର Co media pratingya tv





You must be logged in to post a comment.