ବୟସ ୬୫ ହେଲେ ସରକାରୀ ଭତ୍ତା ମିଳୁନି।


ବାଣପୁର /ଖୋର୍ଧା ୨/୦୫/୨୦NAC ର ପ୍ରତ୍ୟେକ ୱାର୍ଡରେ କିଛି ନା କିଛି ସାଧାରଣ ଗରିବ ଲୋକଙ୍କ ସମସ୍ୟା ଲାଗି ରହିଛି ।ବହୁ ଯୋଗ୍ୟ ନିରୀହ ବୁଢା ବୁଢ଼ୀ ସେମାନଙ୍କର ମାନବିକ ଅଧିକାର ତଥା ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ।ଆଜି ଆମେ 2 ନମ୍ବର ୱାର୍ଡର କିଛି ବୁଢା ବୁଢ଼ୀକୁ ଭେଟିଥିଲୁ । ଏ ହେଉଛନ୍ତି ସେ ବୁଢ଼ୀ ମାଉସୀ ବୟସ 65 ବର୍ଷରୁ ଉର୍ଦ୍ଧ୍ବ ।ଯିଏ ନିଜର ଭତ୍ତା ଖଣ୍ଡେ ପାଇଁ 3 ବର୍ଷ ହେଲା NAC କାର୍ଯ୍ୟାଳୟକୁ ପାଞ୍ଚ ପାଞ୍ଚ ଥର ଦଉଡି ଦଉଡି ଶେଷ ରେ ନିରାଶ ହୋଇ ଥକି ପଡିଛନ୍ତି ।ସରକାରଙ୍କ ନିୟମ ଅଛି 60 ବର୍ଷରୁ ଉର୍ଦ୍ଧ୍ବ ବୟସ ହେଲେ ଜଣେ ଭତ୍ତା ପାଇବା ପାଇଁ ଯୋଗ୍ୟ ହେବେ କିନ୍ତୁ ଏହି ବୁଢ଼ୀ ମାଉସୀଙ୍କୁ 65 ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ହୋଇଥିଲେ ମଧ୍ୟ ଭତ୍ତା ଖଣ୍ଡେ ମିଳିନାହିଁ ।

ବାଣପୁର ବିଗଂପିତ ଅଂଚଳ ର ମହିଳା ଖାଦ୍ୟ ପାଇଁ ଗୁହାରୀ କରିଛନ୍ତି


ବାଣପୁର ବିଗଂପିତ ଅଂଚଳ ର ୧୩ ନମ୍ବର ୱାର୍ଡର ମହିଳାକଂ ନାମ ଅର୍ଣପୁର୍ଣା ରାଉତ ଗତ ୩ ବର୍ଷ ହେଲା ରାଜନ କାର୍ଡ ଖଣ୍ଡେ ପାଇଁ ବିଗଂପିତ ଅଂଚଳ କାର୍ୟଳୟ କୁ ଦଉଡୁଛନ୍ତି କାର୍ଡ ପାଇଁ ଅଧିକାରୀ କଂ ଠାରୁ ରସିଦ ମଧ୍ୟ ପାଇଛନ୍ତି ମାତ୍ର ତାଙ୍କୁ ଏ ପର୍ଯ୍ୟନ୍ତ ରାସନ ମିଳିନି। ମହାମାରୀ ସମୟରେ ସରକାର କଂ ଯୋଜନା ଯୋଜନାରେ ମାତ୍ର ଏ ଦିନ ମୁଲିଆ କଥା ବୁଝନ୍ତି କିଏ ଏ ନେଇ ୧୦ ଦିନ ତଳେ ବାଣପୁର କାର୍ଯ୍ୟନିର୍ବାହୀ ଅଧିକାରୀ ତାକଂ ଘରକୁ ଯାଇଥିଲେ ମାତ୍ର ଏ ପର୍ଯ୍ୟନ୍ତ ତାକୁ କିଛି ବି ମିଳିନି ଆମର ପ୍ରତିନିଧି ତଥା ସମାଜସେବୀ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ସେ ମହିଳା କଂ ସପଖୟରେ ଦାବୀ କରିଛନ୍ତି ତାକୁଂ ତୁରନ୍ତ ଖାଦ୍ୟ ସାମଗ୍ରୀ ମିଳୁ ଯାହାକି ସରକାର କହୁଛନ୍ତି ଏ ମହମାରୀ ସମୟରେ କେହି ଖାଦ୍ୟ ଅଭାବରେ ନ ରହୁ।

Categories
media

ବାଣପୁର ୟୁକୋ ବ୍ୟାକଂ ସାମ୍ନା ରେ ଭିଡ


ବାଣପୁର ବିଗଂପିତ ଅଂଚଳ ର ୟୁକୋ ବ୍ୟାକଂ ସାମନାରେ ଦେଖିବାକୁ ମିଳିଥିଲା ଏହି ଭଳି ଭିଡ ସେଠାରେ ମହିଳା ମାନେ ସାମାଜିକ ଦୂରତା କୁ ଫୁ କରିଛନ୍ତି। ସକାଳୁ ସକାଳୁ ଏହି ଭଳି ଭିଡ ଦେଖିବାକୁ ମିଳିଥିଲା ବାଲୁଗାଁ ଖବର ଟିଭି ର ଖବର ପ୍ରତିନିଧି ମୁଖ୍ୟ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର କଂ ରିପୋର୍ଟ ଅନୁସାରେ ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ପ୍ରାୟ ସଂଘ ଋଣ ଉଠାଇବାକୁ ଆସି ଏଭଳି ଭିଡ ଜମାଇଥିଲେ। ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ଅଚଂଳ ପୋଲିସ ପ୍ରଶାସନ କୁ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ।

Jବାଣପୁର

The Journey Begins


Thanks for joining me!

Good company in a journey makes the way seem shorter. — Izaak Walton

post

Create your own website, free on WordPress.com.Create your own website.
Start free