Categories
media

ଆଜି ହିଁ ସତର୍କ ହୋଇଯାଆନ୍ତୁ। ଆପଣ ଫେକ୍ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିନାହାଁନ୍ତି ତ।


ପାକିସ୍ତାନ ଆଇ ଏସ ଆଇ ନିର୍ମିତ ଆରୋଗ୍ୟ ସେତୁ।

ବାଲୁଗାଁ ଖବର ଟିଭି ନ୍ୟୁଜ। ୧୦/୦୬ ନୁଆ ( ନୂଆଦିଲ୍ଲୀ ଖବର)ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। ଆଜି ସାରା ବିଶ୍ଵରେ କରୋନା ବା କୋବିଡ -୧୯ ତାର ତାଣ୍ଡବ ଲୀଳା ରଚି ଥିଲା ବେଳେ ଏ ମହାମାରୀ ସମୟରେ ପାକିସ୍ଥାନ ତାର ଧୋକାବାଜି ନିତି କରିବା ଛାତିନି। ଏହା ବହୁତ ସମ୍ବେଦନଶୀଳ ବିଷୟ ଅଟେ।

ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆରୋଗ୍ୟ ସେତୁ ଆପ ଏହାଦ୍ବାରା ଆଖପାଖ ଅଞ୍ଚଳରେ କୋବିଡ ୧୯ ରୋଗି କୁ ଟ୍ରାକ କରିବା ଓ ଏହାର ବ୍ୟବହାର କରି କଂ ଭ୍ରମଣ ହିଷ୍ଟ୍ରି କୁ ମଧ୍ୟ ଟ୍ରାକ କରିଥାଏ। ଏହାର ଆପ ପରିମିଶନ ରେ ଆପଣଙ୍କ କଣ୍ଟା୍କ୍ଟ ନମ୍ବର ଜିପିଏସ, ବ୍ଲୁଟୁଥ କୁ ଗ୍ରହଣ କରିପାରେ। ଏହାର ସୁଯୋଗ ନେଇ ପାକିସ୍ତାନ ର ଆଇ ଏସ ଆଇ ଯେତେବେଳେ ଭାରତ ସରକାର ଏପ୍ରିଲ ମାସରେ ଏହି ଆରୋଗ୍ୟ ସେତୁ ଆପ ର ଉନ୍ନତ ଭର୍ସନ କଲେ ଏହି ସମୟରେ ପାକିସ୍ତାନ ର ଆଇ ଏସ ଆଇ ମଧ୍ୟ ତାର ଫେକ୍ ବା ନକଲି ଆପ କୁ ଇଣ୍ଟରନେଟ ମାଧ୍ୟମରେ ଜାରି କଲା। ଭାରତ ସରକାରଙ୍କ ଦ୍ବାରା ନିର୍ମିତ ଆରୋଗ୍ୟ ସେତୁ ଆପ କୁ ୧୨ କୋଟି ରୁ ଅଧିକ ଲୋକ ଆପଣାଇଛନ୍ତି। ଏଥିରେ ଆମ ଦେଶର ବହୁତ ମୁଖ୍ୟ ଲୋକ ଏପରିକି ସେନା ମୁଖ୍ୟ ଠୁ ଆରମ୍ଭ କରି ବଡ ବଡ ସରକାରୀ ଉଚ୍ଚ ପଦାଧିକାରୀମାନେ ମଧ୍ୟ ଏହି ଆପ ର ବ୍ୟବହାର କରନ୍ତି। ଏହାର ସୁଯୋଗ ନେଇ ପାକିସ୍ତାନ ଆଇ ଏସ ଆଇ ଏହି ନକଲି ଆପ କୁ ଇମେଲ ଓ ଫ୍ଲାସ ମେସେଜ ମାଧ୍ୟମରେ ଭାରତକୁ ଛାଡିଛି।

ମହାରାଷ୍ଟ୍ରର ସାଇବର ସେଲ ମୁଖ୍ୟ ଡିଜି ପୋଲିସ ୟାସବି ଜାଦବ ଓ ବଡବଡ ସାଇବର ଏକ୍ସପର୍ଟ କଂ କହିବା ମୁତାବକ ଏହାଦ୍ୱାରା ଏହି ନକଲି ଆପ କୁ ଡାଉନଲୋଡ କରିଥିବା ବା ବ୍ୟବହାର କାରୀକଂ ସମସ୍ତ ତଥ୍ୟ ଚୋରି କରିପାରେ ଏପରିକି ମାଇକ୍ରୋଫୋନ, ହୱାଟସପ ରେ ବ୍ୟବହାର କରୁଥିବା ଟେକ୍ସଟ ମେସଜ ସହିତ ଫୋଟୋ କୁ ମଧ୍ୟ ହ୍ୟାକ୍ କରିପାରେ।

ଏହାର ପ୍ରତିକାର –

୧-ସର୍ବଦା ଗୁଗଲ ପ୍ଲେ ଷ୍ଟୋର ରୁ ଆଈ ଓ ଏସ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରନ୍ତୁ। ୨- କାହାଦ୍ୱାରା ପଠା ଯାଇଥିବା ଲିକ୍ଂ ବା ଇ ମେଲ ଆପ କୁ ଡାଉନଲୋଡ କରନ୍ତୁ ନାହିଁ। ୩-ନକଲି ଆପ ର ଫାଇଲ ର ନାମ ApK ଓ ସରକାରଙ୍କ ଦ୍ବାରା ପ୍ରଦତ୍ତ ଆପ ଫାଇଲ ନାମ GOV. In ହୋଇଥାଏ। ୪-ନକଲି ଆପ ଦେଖିବାକୁ ଅବିକଳ ଅସଲି ଆପ ଭଳି ।

Categories
media

ଓଡିଶାର ସୋନୁ ସୁଦ ସବ୍ୟସାଚୀ ମିଶ୍ର ।


ବାଲୁଗାଁ ଖବର ଟିଭି । ୧୦/୦୬ (ଭୁବନେଶ୍ବର ଖବର) ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ ଆଜି ଆମେ ଓଡିଶାର ସିନେ କଳାକାର ସବ୍ୟସାଚୀ ମିଶ୍ର କଂ ବିଷୟରେ ଆଲୋଚନା କରିବା। କରୋନା ମହାମାରୀ ସଂକଟ ସାରା ପୃଥିବୀରେ ଏକ ଦୁଃଖଦ ପରିସ୍ଥିତି ମଧ୍ୟକୁ ଅନେକ ପରିବାର କୁ ବେସାହାରା କରିଛି ଅନେକ ମଜଦୁର ଶ୍ରମିକ ମାନକଂ ଶ୍ରମ ଛଡାଇନେଇଛି। ଏପରି ସ୍ଥିତିରେ ଆମ ଭାରତ ଓ ରାଜ୍ୟ ସରକାର ଲୋକକୁଂ ଅନେକ ସାହାଯ୍ୟ କରିଛନ୍ତି ମାତ୍ର ନିଜ ଉଦ୍ୟମରେ ସାହାଯ୍ୟ କରିଥିବା ବଲିଉଡ ଷ୍ଟାର ସୋନୁସୁଦ କଂ ବିଷୟରେ ଆମେ ଗତ ପୋର୍ଟାଲ ରେ ଆଲୋଚନା କରିଛେ। ସେହିପରି ଆମ ଓଡିଶାର ସିନେ ତାରକା ସବ୍ୟସାଚୀ ମିଶ୍ର କଂ ସାହାଯ୍ୟ ମଧ୍ୟ କୌଣସି ଗୁଣରେ କମ ନୁହେଁ।

ସବ୍ୟସାଚୀ ମିଶ୍ର କଂ ଜନ୍ମ Oct 06 1985ମସିହାରେ ବୁର୍ଲା ଠାରେ ଜନ୍ମ ଗ୍ରହଣ କରିଥିଲେ ସେ ମଧ୍ୟ ସୋନୁସୁଦ କଂ ଭଳି ଓଡିଶା ଫିଲ୍ମ ତାରକା ତାଂକର ବାପା ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରସାଦ ମିଶ୍ର ଜଣେ IAS ଅଫିସର ଓ ମା ଡଃ ସୁଷମା ଦେବୀ ଜଣେ ଅଧ୍ୟାପିକା ଓ ଲେଖିକା। ସବ୍ୟସାଚୀ କଂ ଆଉ ଜଣେ ଭାଇ ଅଛନ୍ତି ତାଙ୍କ ନାମ ସୌମ୍ୟକାନ୍ତ ମିଶ୍ର। ସବ୍ୟସାଚୀ ବିବାହିତ ଓ ତାଙ୍କ ପତ୍ନୀ କଂ ନାମ ସିମା ମିଶ୍ର। ସବ୍ୟସାଚୀ ମିଶ୍ର ମଧ୍ୟ ସୋନୁସୁଦ ଭଳି ଇଲେକ୍ଟ୍ରୋନିକ ରେ ବି. ଟେକ୍ କରିଛନ୍ତି ସିଲିକନ କଲେଜ ଓଡିଶା ।ତାଂକର ପ୍ରଥମ ଚଳଚିତ୍ର ପାଗଳ ପ୍ରେମୀ ଓ ସେ ତେଲୁଗୁଓ ବଗଂଳା ଚଳଚିତ୍ର ରେ ଅଭିନୟ ମଧ୍ୟ କରିଛନ୍ତି। ସବ୍ୟସାଚୀ ମିଶ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ଏପରିକି ଫିଲ୍ମ ଫେୟାର ଆୱାର୍ଡ ଓଡିଶା ଷ୍ଟେଟ, ତରଗଂ ସିନେ ଆୱାର୍ଡ ଏହିଭଳି ଅନେକ ପୁରସ୍କାର।

ଗତ କିଛିଦିନ ତଳେ ଆମେ ଅନେକ ଗଣ ମାଧ୍ୟମରେ ଏହାର ବହୁତ ଆଲୋଚନା ହୋଇଛି ଅନେକ ପ୍ରବାସୀ ଶ୍ରମିକ ମାନକୁଂ ଲକଡାଉନ ସମୟରେ ନିଜ ଉଦ୍ୟମରେ ସାହାଯ୍ୟ କରି ନିଜ ରାଜ୍ୟ ଓଡିଶା କୁ ଫେରାଇ ଆଣିଛନ୍ତି।

ରାଜସ୍ଥାନ ରୁ ୮୦ ଜଣ ଛାତ୍ରଛାତ୍ରୀ କଂୁ ଓଡିଶା ଅଣିଥିଲେ।

ତାକଂ ଟିୱଟର ଦେଖିଲେ ଆପଣ ବିଶ୍ୱାସ କରିବେ ସେ ମଧ୍ୟ ସୋନୁସୁଦ କଂ ଭଳି ସମସ୍ତ କଂୁ ଉତ୍ତର ଦେଉଛନ୍ତି

ଜଗତସିଂହପୁର ଜିଲ୍ଲା ର ସ୍ୱାମୀ ପରିତ୍ୟକ୍ତା ସସ୍ମିତା ବେହେରା ସାଗଂରେ ତାଂକର ୪ ବର୍ଷ ର ଛୋଟ ପୁଅ କୁ ଧରି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ର ଜଣେ ବ୍ୟକ୍ତି କଂ ଘରେ କାମ କରୁଥିଲେ କିଛିଦିନ ତଳେ ସସ୍ମିତା କଂ ଝିଅ କୁ ସାପ କାମୁଡିବା ଘବର ଶୁଣି ନିଜ ଗାଁ କୁ ଫେରିବା କଥା ଘର ମାଲିକଙ୍କୁ କହିଲେ। ମାତ୍ର ଘର ମାଲିକ ଟଂକା ଦେବା ବଦଳରେ ମାଡ ମାରିଥିଲେ। ଏପରି ସ୍ଥିତି ଉପୁଜିବା ପରେ ସେ ଏକ ଚିଠି ଲେଖି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଏହାର ଖବର ପାଇ ତୁରନ୍ତ ସବ୍ୟସାଚୀ ତାଙ୍କ ସବ୍ୟସାଚୀ ମିଶନ ମାଧ୍ୟମରେ ଭୁବନେଶ୍ବର ର ଏକ ଘରୋଇ ଟ୍ରାଭେଲସଂସ୍ଥା ର ଗାଡି ଗୁଣ୍ଟୁର ପଠାଇଥିଲେ। ଗତକାଲି ରାତିରେ ସସ୍ମିତା ବେହେରା ତାଙ୍କ ଘରେ ପହଞ୍ଚିବା ପରେ ତାଙ୍କ ପରିବାର ତରଫରୁ ସବ୍ୟସାଚୀ କଂ ୁ ଧନ୍ୟବାଦ ଜଣାଇଛନ୍ତି ଆମେ ମଧ୍ଯ ବାଲୁଗାଁ ଖବର ଟିଭି ନ୍ୟୁଜ ତରଫରୁ ସବ୍ୟସାଚୀ ମିଶ୍ର କୁଂ ତାଂକର ଏଭଳି ମହାନ କାର୍ଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କରୁଛୁ।

Categories
media

ସୁସ୍ଥ ହୋଇ ଘରକୁ ଫେରିଲେ ବିଜେପି ନେତା ସମ୍ବିତ ପାତ୍ର।


ବାଲୁଗାଁ ଖବର ଟିଭି। ୦୯/୦୬( ନୁଆଦିଲ୍ଲୀ ଖବର) ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। ଗତ ୧୪ ଦିନ ତଳେ ୨୮ ମେ ରେ ବିଜେପି ର ରାଷ୍ଟ୍ରୀୟ ବକ୍ତା ଶ୍ରୀଯୁକ୍ତ ସମ୍ବିତ ପାତ୍ର କଂ ଠାରେ କରୋନା ଲକ୍ଷଣ ଦେଖାଯିବା ନେଇ ଗୁରୁଗ୍ରାମ ର ମେଦାନ୍ତ ହସପିଟାଲ ରେ ଭର୍ତି ହୋଇଥିଲେ।

ହସପିଟାଲ ରେ ଭର୍ତି ଦିନ ଠାରୁ ଜଔତିରଆଦିତ୍ୟ ସିନ୍ଧିଆ କଂ ସମେତ ଅନେକ ବିଜେପି ନେତା ତାଂକର ଶିଘ୍ର ଆରୋଗ୍ୟ କାମନା କରିଥିଲେ। ଏପରିକି ବାଲୁଗାଁ ,ଚିଲିକା ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ପ୍ରୂଥିରାଜ ହରିଚନ୍ଦନ ଓ ସତ୍ୟନାରାୟଣ ସେନାପତି କଂ ସମେତ ଅନେକ କାର୍ଯ୍ୟକତା ମଧ୍ୟ ସମ୍ବିତ ପାତ୍ର କଂ ଶିଘ୍ର ଆରୋଗ୍ୟ କାମନା କରି ଏକ ଭିଡିଓ ଜାରୀ କରିଥିଲେ।

ଏହା ମଧ୍ୟ ନିଜେ ସମ୍ବିତ ପାତ୍ର ମଗଂଳବାର ସକାଳେ ତାଙ୍କ ଟୱିଟର ରେ ଲେଖିଛନ୍ତି ବିଜେପି ମୋର ପରିବାର ସେମାନକଂର ଆଶିର୍ବାଦ ଓ କାମନା ଯୋଗୁଁ ଆଜି ମୁଁ ସୁସ୍ଥ ହୋଇ ଫେରିପାରିଛି। ସେମାନଙ୍କର ଆଶୀର୍ବାଦ ପାଇଁ ମୁଁ କୋଟି ଦଣ୍ଡବତ କରୁଛି।

ଆହୁରି ମଧ୍ୟ କହିଛନ୍ତି ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆଉ କିଛି ଦିନ ଲାଗିପାରେ ଓ ଡାକ୍ତର ତାଙ୍କୁ ଘରେ ରହିବା କୁ କହିଛନ୍ତି।

Categories
media

ଏଣିକି ୭ ଦିନ ବଦଳରେ ୧୪ ଦିନ କୁ ବଢିଲା କ୍ୱାରେନଣଟିନ୍ ଅବଧି। ଖୋର୍ଦ୍ଧା ଜିଲ୍ଲା ର ଜିଲ୍ଲାପାଳ ଜାରୀ କଲେ ନୋଟିସ୍ ।


ବାଲୁଗାଁ ଖବର TV NEWS( ଭୂବନେଶ୍ବର) ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। ଖୋର୍ଦ୍ଧା ଜିଲ୍ଲାରେ ବୃଦ୍ଧି ହେଲା ପ୍ରବାସୀଙ୍କ ସରକାରୀ କ୍ୱାରେନଣଟିନ୍ ଅବଧି। ଏଣିକି ୭ ଦିନ ବଦଳରେ ୧୪ ଦିନ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡିବ। ଜିଲ୍ଲାର ସବୁ ବ୍ଲକର ବିଡିଓଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ଶ୍ରୀ ସିତାସୁଂ କୁମାର ରାଉତ।

୭ ଦିନ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହି ଘରକୁ ଯିବା ପରେ ମଧ୍ୟ କେତେକ ବ୍ୟକ୍ତିଙ୍କର କରୋନା ପଜିଟିଭ ବାହାରି ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଦର୍ଶାଇଛନ୍ତି। ତା’ସହିତ ଗ୍ରାମାଞ୍ଚଳରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ଲୋକଙ୍କ ଘରେ ସ୍ୱତନ୍ତ୍ର ପାଇଖାନା ମଧ୍ୟ ନାହିଁ।ତେଣୁ ଗୋଷ୍ଠୀ ସଂକ୍ରମଣ ର ଭୟ ମଧ୍ୟ ରହୁଛି। କେତେକ ଜାଗାରେ ପ୍ରବାସୀ ଘରକୁ ଯିବା ପରେ ମଧ୍ୟ କୋବିଡ -୧୯ ଲକ୍ଷଣ ଥିବା ଦେଖିବାକୁ ମିଳିଛି ।ତେଣୁ ୭ ଦିନ ବଦଳରେ ୧୪ ଦିନକୁ ବୃଦ୍ଧି କରାଯାଇଛି କ୍ୱାରେଣ୍ଟାଇନ୍‌ ଅବଧି।

ଏହି ସବୁ କାରଣ ପାଇଁ ସରକାରୀ କ୍ୱାରେଣ୍ଟାଇନ୍‌ର ଅବଧି ୭ ବଦଳରେ ୧୪ ଦିନକୁ ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ଶ୍ରୀ ସିତାସୁଂ କୁମାର ରାଉତ ଚିଠିରେ ଦର୍ଶାଇଛନ୍ତି। ସେହିପରି ଘରକୁ ଯିବା ପରେ ମଧ୍ୟ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଉପରେ ୭ ଦିନ ପାଇଁ ନଜର ରଖିବାକୁ ମଧ୍ୟ କୁହାଯାଇଛି।

ଆପଣଙ୍କୁ ଆମ ପୋର୍ଟାଲ ଟି ଯଦି ଭଲ ଲାଗିଲା ତ ଟିକେ Like, Share କରିବେ।

Categories
media

ମୋଦୀ ସରକାର ୨. ୦ ପାଳନ କରିବ ତାର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି।


ବାଲୁଗାଁ ଖବର TV News/ ଭୂବନେଶ୍ବର ଖବର ୦୬/୦୬ ବାଲୁଗାଁ ଖବର TV News ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। କେନ୍ଦ୍ର ସରକାର ତାହାର ଦ୍ୱିତୀୟ ପାଳି ର ପ୍ରଥମ ବର୍ଷ ପୂର୍ତ୍ତି ଜୁନ ମାସ ୮ ତାରିଖରେ ପାଳନ କରିବାପାଇଁ ଯାଉଛି ।ଏ ନେଇ ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ର ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ମୋଦୀ ସରକାର ତାଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରା କରିଛନ୍ତି ଏହା ଉପଲକ୍ଷେ କେନ୍ଦ୍ର ସରକାର ଓଡିଶା ବାସୀ ବିଜେପି କାର୍ଯ୍ୟକର୍ତ୍ତା କଂୁ ସମ୍ବୋଧନ ସହ ଦେଶବାସୀ କଂ  ପାଇଁ  ଆସନ୍ତା ଜୁନ୍ ମାସ ୮ ତାରିଖ ଅପରାହ୍ନ ୩ ଘ୩୦ ମିନିଟ ସମୟରେ ଭିଡିଓ ଲିକଂ ମାଧ୍ୟମରେ ଉଦବୋଧନ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହା।

କେନ୍ଦ୍ର ସରକାର ପ୍ରଥମରୁ ଭାରତର ପୂର୍ବାଞ୍ଚଳ ର ଉନ୍ନତି ପାଇଁ ଆଗରୁ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିରେ ଓଡିଶା ପ୍ରଦେଶ ମଧ୍ୟ ଲାଭବାନ ହେବ। ଓ ଏ ମହାମାରୀ ପରିସ୍ଥିତିରେ ଦେଶବାସୀ କଂ ଉନ୍ନତି ପାଇଁ ମୋଦୀ ସରକାର ୨୦ ଲକ୍ଷ କୋଟି ର ପ୍ୟାକେଜ ଘୋଷଣା କରିଥିଲେ ଏଥିରେ ଆମ ଓଡିଶାର ଚାଷୀ ଭାଇମାନେ ମଧ୍ୟ ଲାଭବାନ ହୋଇପାରିବେ।

ଆହୁରି ମଧ୍ୟ ଶ୍ରୀ ସମୀର ମହାନ୍ତି ଓଡିଶା ବାସୀ ଏ ଭିରଚୁଆଲ ରାଲି ରେ facebook ଓYouTube ବା ଏହି ଲିକ୍ଂhttps://bit.ly/AmitShahOdishaJune8 ମାଧ୍ୟମରେ ନିଜ ଘରେ ରହି ଉକ୍ତ ରାଲି ରେ ବହୁତ ସଂଖ୍ୟାରେ ଭାଗ ନେଇ ନିଜର ମତାମତ ରଖିବାପାଇଁ କହିଛନ୍ତି।

ଆପଣଙ୍କୁ ଆମ ପୋର୍ଟାଲ ଟି କେମିତି ଲାଗିଲା ମତାମତ ଦେବେ ଯଦି ଭଲ ଲାଗିଲା ତ ଟିକେ Like, Share କରିଦେବେ।

Categories
media

ପୁଣି ଚର୍ଚ୍ଚାରେ ହରିୟାଣା ବିଜେପି ନେତ୍ରୀ ଓରଫ ଟିକଟକ ଷ୍ଟାର ସୋନାଲୀ ଫୋଗାଟ


ବାଲୁଗାଁ ଖବର ଟିଭି ୦୬/୦୬ ହରିୟାଣା ହିସାର ର ଘଟଣା ସବୁବେଳେ ଚର୍ଚା ରେ ରହିବାକୁ ଭଲ ପାଉଥିବା ହରିୟାଣା ର ବିଜେପି ନେତ୍ରୀ ସୋନାଲି ଫୋଗାଟ କଂ ଟିକଟକ ଭିଡିଓ ଭାଇରାଲ ହୋଇଥିଲା ମାତ୍ର ଆଜି ଆମେ ଆଲୋଚନା କରୁଛେ ଭାଇରାଲ ହୋଇଥିବା ଭିଡିଓ ଟା ହେଇଛି ତାକଂ ଚପଲ ରେ ମାଡ ମରା ଘଟଣା ପାଇଁ।

ପ୍ରକାଶ ଥାଉକି ସୋନାଲି ଫୋଗାଟ ହରିୟାଣା ହିସାରର ଆଦମପୁର ବିଧାନସଭାର େକ୍ଷତ୍ରରେ କଂଗ୍ରେସ ନେତା କୂଲଦିପ ବିଶୋଇକଂ ଠାରୁ ପରାଜୟ ହୋଇଥିଲେ ସେତେବେଳେ ଟିକଟିକ ରେ ଭିଡିଓ ଭାଇରାଲ ଯୋଗଁୁ ଲୋକେ ତାଙ୍କୁ ଟିକଟକ ଷ୍ଟାର ଭାବରେ ମଧ୍ୟ ଜାଣନ୍ତି। ଏଠାରେ ଏକ ସାଧାରଣ ବିବାଦ କୁ ନେଇ ଚାପୁଡା ସହ ନିଜ ଗୋଡରୁ ଚପଲ ଖୋଲି ମାଡମାରି ପୁଣି ଚର୍ଚ୍ଚାରେ ସୋନାଲୀ ମ୍ୟାଡମ। ଏ ଘଟଣା ଟି ଏବେ ସାରା ଭାରତରେ ଭାଇରାଲ ହୋଇଛି।

ଘଟଣାଟି ଏହିଭଳି ଥିଲା ଏକ ମାର୍କେଟ କମ୍ପ୍ଲେକ୍ସ ର କମିଟି ସେକ୍ରେଟାରୀ କଂ ସହ ବଚସା ହୋଇଥିଲା। ଏହିଘଟଣାରେ ସୋନାଲି ଫୋଗାଟ ଏତେ ମାତ୍ରାରେ ଉତ୍ତକ୍ଷିପ୍ତ ହୋଇପଡିଥିଲେ ଯେ ମାର୍କେଟ କମ୍ପ୍ଲେକ୍ସ ର ସେକ୍ରେଟାରୀ ସୁଲତାନ ସିଂହ କଂୁ ସର୍ବସାଧାରଣ କଂ ସାମ୍ନାରେ ଚାପୁଡା ମାରିବା ସହ ନିଜ ଯୋତା ଖୋଲି ମାରିବାକୁ ବି ପଛାଇନଥିଲେ

ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମୀ ମଧ୍ୟ ଏ ଘଟଣାରେ ନୀରବ ଦ୍ରଷ୍ଟା ସାଜିଥିଲେ। ଏ ଘଟଣା ଟି କଣ ପାଈଁ ଘଟିଛି ତାହା ଏବେ ତଦନ୍ତ ସାପେକ୍ଷ କିନ୍ତୁ ସୋନାଲୀ କଂ କହିବା ମୁତାବକ ନାରୀ ପ୍ରତି ଖରାପ ବ୍ୟବହାର ଯୋଗୁଁ ସେ ଏଭଳି କାର୍ଯ୍ୟ କରିଥିଲେ। ମାତ୍ର ସୁଲତାନ ସିଂହ କହିଛନ୍ତି ମୋଠାରୁ ବଳପୂର୍ବକ ଅଣ୍ଡରଟେକଂି ଲିଖିତ ଆକାରରେ କ୍ଷମାପତ୍ର ନେଇଛନ୍ତି।

ଏହି ଘଟଣା କୁ ବିରୋଧ କରି କଂଗ୍ରେସ ନେତା ରଣଦୀପ ସୁରେଜୱାଲା ନିଜ ଟୱିଟର ମାଧ୍ୟମରେ ମନୋହର ଲାଲ ଖଟର ସରକାରକଂୁ ସମାଲୋଚନା କରିଛନ୍ତି ଓ କହିଛନ୍ତି ‘ଜଣେ ବିଜେପି ନେତ୍ରୀ ଜଣକୁ ପଶୁକୁ ପିଟିବା ଭଳି ସେଠାରେ ସର୍ବ ସମ୍ମୁଖରେ ପିଟିବା ଓ ସରକାରୀ ଚାକିରି କରିବା କଣ ପାପ “।ମନୋହର ଲାଲ ସରକାର ଏଥିପ୍ରତି କି କାର୍ଯ୍ୟନୁଷ୍ଠାନ କରିବେ।।

ଆପଣଙ୍କୁ ଯଦି ଆମ ପୋର୍ଟାଲ ଟି ଭଲ ଲାଗିଲା ତ ଟିକେ Like, Share କରିଦେବେ।

Categories
media

ମୁଖ୍ୟ ମନ୍ତ୍ରୀ ରାଜ୍ୟ ବାସୀକଂୁ ଦେଲେ ଭିଡିଓ ବାର୍ତା। ବାର୍ତା ରେ ଦେଲେ ୫ ଟି ମନ୍ତ୍ର ।


ବାଲୁଗାଁ ଖବର TV ୦୫/୦୬ ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ।

ମହାମାରୀ ସମୟରେ ରାଜ୍ୟ ବାସୀକଂ ଉଦେଶ୍ୟରେ ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଦେଲେ ଭିଡିଓ ବାର୍ତା। ଏହି ବାର୍ତା ରେ ସେ ସପ୍ତାହ ର ଶନିବାର ଓ ରବିବାର ସଟଡାଉନ ର ଅର୍ଥ ବୁଝାଇବା ସହ ସଂଧ୍ୟା ୭ ରୁ ସକାଳ ୫ କରଫ୍ୟୁ ର ଅର୍ଥ ବି ବୁଝାଇଲେ ତାକଂ କହିବା ମୁତାବକ ଜୁନ ମାସ ତାକଂ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ରାଜ୍ୟ କୁ ପ୍ରବାସୀ ଶ୍ରମିକ କଂ ଆଗମନ ଓ ଆସୁଥିବା ମୌସୁମୀ ଏହାଦ୍ୱାରା ବଢୁଥିବା ସଂକ୍ରମଣ ର ଭୟ ବିଷୟରେ କହିଥିଲେ। ଆହୁରି ମଧ୍ୟ କହିଥିଲେ ଲକଡାଉନ ଶେଷ ହେଲେ ମଧ୍ୟ ସଂକ୍ରମଣ ର ଭୟ ଏ ପର୍ଯ୍ୟନ୍ତ ସରିନାହିଁ। ସାମାଜିକ ଦୂରତ୍ୱ କୁ ଗୁରୁତ୍ବ ଦେଇ ଜୀବନ ଜୀବିକା ପାଇଁ ବାହାରକୁ ଯିବାକୁ ପଡିବ । ସପ୍ତାହ ର ଦୁଇଦିନ ସଟଡାଉନ ଅର୍ଥାତ ଜୁନ ମାସର ୮ ଦିନ ଓ ସଂଧ୍ୟା ୭ ରୁ ସକାଳ ୫ର କରଫୟୁ ର ଅର୍ଥ ଦିନକୁ ୧୦ ଘଣ୍ଟା ତ ମାସକୁ ୩୦୦ ଘଣ୍ଟା ଅର୍ଥାତ ଏ ସବୁକୁ ମିଶାଇଲେ ମୋଟାମୋଟି ୧୭ ଦିନ ହୋମ କୱାରେଣ୍ଟିନ ରେ ରହିପାରିବା ବୁଝାଇଥିଲେ।

୫ଟି ମନ୍ତ୍ର ଦେଲେ ମୁଖ୍ୟ ମନ୍ତ୍ରୀ…….

୧। ଘରେ ରହିବା ଜରୁରୀ, ଦରକାର ନ ଥିଲେ ବାହାରକୁ ବାହରନ୍ତୁ ନାହିଁ । ୨। ଘରୁ ବାହାରିବା ବେଳେ ସର୍ବଦା ନିଜ ମୁହଁ ରେ ମାସ୍କ ବ୍ୟବହାର କରନ୍ତୁ। ୩। ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ। ୪। ହାଟବଜାର, ଟ୍ରାଫିକ ଏ ସବୁ ଜାଗାରେ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ କାରଣ ଆମେ ଜାଣି ପାରିବା ନାହିଁ କିଏ ସଂକ୍ରମିତ ଆଉ କିଏ ନାହିଁ ।ଘର କୁ ପେରିଲା ପରେ ନିଜ ହାତକୁ ସାବୁନରେ ସଫା କରନ୍ତୁ ଅତି କମରେ ୨୦ ସେକେଣ୍ଡ। ୫। ୬୫ ବର୍ଷ ବୟସରୁ ଅଧିକ ବୟସର ଲୋକ ଓ ଅତ୍ୟଧିକ ଗୁରୁତର ରୋଗୀ ,ଗର୍ଭବତୀ ମହିଳା ଓ ୧୦ ବର୍ଷ ବୟସରୁ କମ ପିଲା ବାହାରକୁ ନ ବାହାରିବା ପାଇଁ କହିଛନ୍ତି।

ଆଜି ସପ୍ତାହ ର ପ୍ରଥମ ଶନିବାର ତେଣୁ ଘୋଷଣା ହୋଇଥିବା ୧୧ଟି ଜିଲ୍ଲା ସଟଡାଉନ ପରିଚାଳନା କରିବା ପାଇଁ କଡା ହେବ ପୋଲିସ ପେଟ୍ରୋଲିଂ ।ସରକାର କଂ ଏ ନିଷ୍ପତି କୁ ସହଯୋଗ କରନ୍ତୁ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ।

ସଟଡାଉନ ସମୟରେ କଣ ଖୋଲା ରହିବ ଓ କଣ ବନ୍ଦ ଏ ନେଇ ବିଗଂପ୍ତି ଜାରିକଲେ ସ୍ୱତନ୍ତ୍ର ରିଲିଫ୍ କମିଶନର।

ସଟଡାଉନ ସମୟରେ ସ୍ୱାସ୍ଥ୍ୟ ସେବା, ଜଳ, ବିଦ୍ୟୁତ, ଏଟିୟମ ସେବା, ରେଳ, ବିମାନ ଯଥାରିତି ସାଧାରଣ ରହିବ ଅନଲାଇନ ରେ ଜମାଟୋ ଓ ସୱାଗୀ କୁ ମିଳିଛି ଅନୁମତି ନ୍ୟୁଜ ପେପର ବିକ୍ରେତା ଓ ଲପିଜି ଗ୍ୟାସ ଯୋଗାଣକାରୀ ନିଜ ପରିଚୟ ପତ୍ର ଦେଖାଇବେ ଓ ଟାକ୍ସି, ଅଟୋ ଆଦି ଅତ୍ୟାବଶ୍ୟକୀୟ ସେବା ଯୋଗାଉ ଥିବା ଡ୍ରାଇଭର ପୋଲିସ ପାସ ନେଇ ଯା ଆସ କରିପାରିବେ। କୌଣସି ଶବ ସତ୍କାର ଓ ବିବାହ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପୋଲିସ ପାସ ଦରକାର ଓ ଆବଶ୍ୟକ ସ୍ଥଳେ ୧୦୦ ନମ୍ବର କୁ କଲ କରିପାରିବେ।

ଆପଣଙ୍କୁ ଯଦି ଆମ ପୋର୍ଟାଲ ଟି ଭଲ ଲାଗିଲା ତ ଟିକେ Like, Share କରିଦେବେ।

Categories
media

ପ୍ରବାସୀ ଶ୍ରମିକ କଂ ଦେବଦୂତ ସାଜିଲେ ସୋନୁସୁଦ । ଗଣମାଧ୍ୟମ ରେ ଆଜି ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା କଂ ବିଷୟରେ ପଦେ।


ବାଲୁଗାଁ ଖବର TV ୦୨ /୦୫ ପବିତ୍ର ପ୍ରଧାନ କଂ ରିପୋର୍ଟ ବାଲୁଗାଁ ଖବର।

ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ ଆଜିର ଗଣମାଧ୍ୟମ ରେ ଚର୍ଚ୍ଚିତ ଚେହେରାକୁ ଭାରତର କୋଣ ଅନୁକୋଣରେ ଲୋକେ ଜାଣିଥିଲେ ତାକଂୁ ଜଣେ ଅଭିନେତା ହିସାବରେ ମାତ୍ର ଆଜିର ଏ ମହାମାରୀ ସମୟରେ ଲୋକେ ତାଙ୍କୁ କହୁଛନ୍ତି ଦେବଦୁତ ଆସନ୍ତୁ ଜାଣିବା ସୋନୁସୁଦ କିଏ।

ସୋନୁ ସୁଦ କଂ ବାପା ଜଣେ ବେପାରୀ ଓ ତାଙ୍କ ମା ଶାନ୍ତି ସୁଦ ଜଣେ ଅଧ୍ୟାପିକା ତାଂକର ଦୁଇ ଭଉଣୀ ମଧ୍ୟ ଅଛନ୍ତି ୧୯୭୩ ମସିହା ଜୁଲାଇ ୩୦ ତାରିଖରେ ମୋଗା, ଲୁଧିୟାନା, ପଂଜାବ ରେ ଜନ୍ମ ଗ୍ରହଣ କରିଥିଲେ ସୋନୁସୁଦ। ସୋନୁସୁଦ ବିବାହିତ ଓ ତାକଂ ପତ୍ନୀ କଂ ନାମ ସୋନାଲି ତାକଂର ପୁଅ ଟିଏ ମଧ୍ୟ ଅଛି ଯାହାର ନାମ ଇସାଂତ। ସୋନୁସୁଦ ସିନେମା ଜଗତ କୁ ଆସିବେ ବୋଲି ତାଙ୍କ ର ଧାରଣା ନଥିଲା ସେ ନାଗପୁର ରୁ ୟାସବଂନ୍ତରୋ ଚୌହାନ ଇଂଜିନିୟରିଂ କଲେଜରୁ ଇଲେକ୍ଟ୍ରୋନିକ୍ସ ରେ ଇଂଜିନିୟରିଂ ଡିଗ୍ରି ହାସଲ କରିଛନ୍ତି ମାତ୍ର ତାଂକର ବଳିଷ୍ଠ ଚେହେରା ଯାହାକି ୬ ଫୁଟ ୨ ଇଂଚ ଉଚ୍ଚତା ବିଶିଷ୍ଟ ଅଟେ ଏହା ଦେଖି ତାଙ୍କୁ ତାଙ୍କ ର ସାଗଂସାଥି ମଡେଂଲି କରିବାକୁ କହିଥିଲେ ଓ ଧିରେ ଧିରେ ସେ ସିନେମା ଜଗତରେ ପାଦ ରଖିଥିଲେ।

ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡି ଭାଷାରେ ରେ ଅନେକ ଚଳଚିତ୍ର କରିଛନ୍ତି ସୋନୁସୁଦ। ଚଳଚିତ୍ର ଜଗତରେ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ଏପରିକି ଫିଲ୍ମ ଫେୟାର ଆୱାର୍ଡ ଠାରୁ ସହିଦ ଏ ଆଜମ, ଆଇଫା ଆୱାର୍ଡ ମଧ୍ୟ ପାଇଛନ୍ତି ସୋନୁସୁଦ ହିନ୍ଦି ଚଳଚିତ୍ର ମଧ୍ୟରେ ଆଶିକ ବନାୟା ଆପନେ ଓ ହାପି ନିୟୁ ଇୟର ଭଳି ଚଳଚିତ୍ର ମାଧ୍ୟମରେ ନିଜକୁ ପରିଚିତ କରିପାରିଥିଲେ।

ମାତ୍ର ଆଜି ସୋନୁ ସୁଦ କଂୁ ଲୋକେ କହୁଛନ୍ତି ସତସତିକା ହିରୋ ବା ଦେବଦୁତ କାରଣ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକ ମାନେ ଯେତେବେଳେ ଅନ୍ୟ ରାଜ୍ୟ ରେ ଫସିରହିଥିଲେ ନିଜ ଜନ୍ମ ମାଟିକୁ ଆସିବା ପାଇଁ ଗୁହାରୀ କରୁଥିଲେ ଠିକ ସେହି ସମୟରେ ସାହାଯ୍ୟ ର ହାତ ବଢାଇଲେ ସୋନୁସୁଦ ବିଭିନ୍ନ ଜାଗାରୁ ପ୍ରବାସୀ ଶ୍ରମିକ ମାନକୁଂ ତାକଂ ଗାଁ କୁ ଫେରାଇ ଆଣିବା କୁ ସାହାଯ୍ୟ ର ହାତ ବଢାଇଲେ ଓ ଏଥିପାଇଁ ନିଜର ଏକ ହୱାଟସପ ନମ୍ବର ଜାରୀ କରିଥିଲେ ବିଭିନ୍ନ ପ୍ରାନ୍ତରୁ ଲୋକେ ତାଙ୍କୁ ସାହାଯ୍ୟ ମାଗିଥିଲେ ଓ ସୋନୁସୁଦ ଏହାକୁ ପୁରା ମଧ୍ୟ କଲେ

କିଛିଦିନ ତଳେ ଆମ ଓଡିଶାର ୧୭୭ ଜଣ ଓଡିଆ ଭଉଣୀ ଯୋଉମାନେ କି କେରଳର ଏକ ଘରୋଇ ଉଦ୍ୟୋଗରେ କାମ କରୁଥିଲେ ମାତ୍ର ଲକଡାଉନ ଯୋଗୁଁ ସେମାନେ ନିଜ ଗାଁ କୁ ଫେରିବା ପାଇଁ ସୋନୁ କଂୁ ଅନୁରୋଧ କରିଥିଲେ ଏହା ଶୁଣି ତତ୍ କ୍ଷଣ ସେଠାରୁ ଏକ ଘରୋଇ ବିମାନ ରେ ଭୁବନେଶ୍ବର ଆଣିବାର ବନ୍ଦୋବସ୍ତ କରିଥିଲେ। ଆଉ ଜଣେ ସାହାଯ୍ୟ ପାଇଥିବା ପ୍ରବାସୀ ଶ୍ରମିକ ତ ତାକଂୁ ଭଗବାନଙ୍କ ପୂଜାଘରେ ରଖି ପୂଜା କରିଛନ୍ତି। ଏହା ସମସ୍ତ ଗଣମାଧ୍ୟମ ରେ ପ୍ରଚାର ହେଲାପରେ ହିନ୍ଦି ଚଳଚିତ୍ର ଜଗତର ମହାନାୟକ ଅମିତାଭ ବଚ୍ଚନ ଭି ତାକଂୁ ଅନୁସରଣ କରିବା ଦେଖିବାକୁ ମିଳିଛି।

ଆଜିର ଯୁଗରେ ଏହିଭଳି ସମାଜସେବୀ ଓ ଦେଶପ୍ରେମୀ କୁଂ ପ୍ରଶଂସା କରିବା କୁ ବାଲୁଗାଁ ଖବର TV ଏକ ବିଶେଷ ପ୍ରୟାସ କରିଛି ମାତ୍ର କାରଣ ଏହାଦ୍ୱାରା ଅନ୍ୟ ମାନେ ମଧ୍ୟ ନିଜ ନିଜର ସାମର୍ଥ୍ୟ ମତେ ସାହାଯ୍ୟ କରିବାକୁ ଆଗେଇ ଆସିବା ଦରକାର।

ଆମ ପୋର୍ଟାଲ ଟି ଯଦି ଆପଣଙ୍କୁ ଭଲ ଲାଗିଲା ତ ଟିକେ Like, Share କରିଦେବେ କାରଣ ଆଗକୁ ଏହି ଭଳି ଲେଖିବାକୁ ଆପଣଙ୍କ ଭଲପାଇବା ପ୍ରେରଣା ଦବ।

Categories
media

ପୁଣି ଚର୍ଚ୍ଚା ରେ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୂଆ ଥାନାଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ବାରିକ


f063b6d8-eae1-45cd-8196-c81065f124b7

ବାଲୁଗାଁ ଖବର ଟିଭି ୦୨/୦୫ କେନ୍ଦ୍ରପଡା ଖବର ସୁରସେନ ଧଳ କଂ ରିପୋର୍ଟ।

ଲକଡାଉନ ୫. ୦ ରେ ପ୍ରଥମ ପର୍ଯ୍ୟାୟ ରେ କଟକଣା ନିତୀରେ ସରକାର ଅନେକ କୋହଳ କରିଛନ୍ତି । ଏହି କୋହଳର ଖବର ପାଇ ଲୋକେ ପୁଣି ହାଟ ବଜାରରେ ଭିଡ ଲଗାଇଲେଣି । ରହୁନି ସମାଜିକ ଦୂରତ୍ବ । ମୁହଁରୁ ଖୋଲି ଦେଲେଣି ମାକ୍ସ । ଲୋକ ମାନଙ୍କର ଏପରି କାରବାର ପୁଣି କରୋନା ମହାମାରୀ କୁ ନିମନ୍ତ୍ରଣ କରିପାରେ।

ଏଭଳି ସ୍ଥିତିରେ ଜନ ସଚେତନତାର ଆବଶ୍ୟକତା ଅନୁଭବ କରି ରାଜରାସ୍ତାକୁ ଓହ୍ଲାଇ ଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୂଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ ବାରିକ ହାତରେ ଡାକବାଜି ଯନ୍ତ୍ର ସାଗଂରେ ପୋଲିସ ବାହିନୀ ଧରି ଲୋକକୁଂ ସଚେତନତାର ବାର୍ତ୍ତା ଦେଉଛନ୍ତି

ପୋଲିସ ଗାଡିରୁ ଓହ୍ଲାଇ ହାତରେ ଡାକବାଜି ଯନ୍ତ୍ରଧରି ନିଜେ କରୋନା ସଚେତନତାର ପ୍ରଚାର ପ୍ରସାରରେ ଲାଗିଛନ୍ତି ଥାନା ଅଧିକାରୀ । ତିନି ଫୁଟର ସାମାଜିକ ଦୂରତ୍ବ ବଜାୟ ରଖିବା । ମାକ୍ସ ବ୍ୟବହାର କରିବା । ପାନଛେପ କି ଗୁଟଖା ଛେପ ବାହାରେ ନଫିଙ୍ଗିବା । ହାଟରେ ବାହାରେ ବସୁଥିବା ବ୍ୟବସାୟୀମାନେ ୧୦ ଫୁଟ ଦୂରତ୍ବ ବଜାୟ ରଖିବାକୁ ନିବେଦନ କରିଛନ୍ତି ।

ଯଦି କେହି ବିନା ମାକ୍ସରେ ବାହାରେ ବୁଲିବାର ହାବୁଡରେ ପଡନ୍ତି ତେବେ ତାଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରିବାକୁ ତାଗିଦ୍ କରିଛନ୍ତି । ଏହାଛଡା ଯଦି କେହି ବାହାରେ ପାନଛେପ କିମ୍ବା ଗୁଟଖା ଛେପ ଫିଙ୍ଗିବାର ଧରାପଡନ୍ତି ତେବେ ତାଙ୍କୁ ୫୦୦ ଟଙ୍କା ପ୍ରଥମ ଓ ଦ୍ବିତୀୟ ଥର ପାଇଁ ଦେବାକୁ ହେବ । ତୃତୀୟ ଥର ଧରାପଡିଲେ ଜରିମାନାର ପରିମାଣ ୧୦୦୦ ଦେବାକୁ ପଡିବ। ଘରେ ଓ ବାହାରେ ସରକାରଙ୍କର କୋଭିଡ ନିୟମକୁ ନମାନିଲେ ପୁଣି ଯେ କରୋନା ମାଡି ନବସିବ ତାହା କିଏ କହିପାରିବ ଥାନା ବାବୁଙ୍କର ଏହି ପଦକ୍ଷେପ ଏବେ ସାରା କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚିା ର ପରିସର ଭୁକ୍ତ ହୋଇଛି।

ପ୍ରକାଶ ଥାଉକି ଗତ ବର୍ଷ ନଭେମ୍ବର ମାସରେ ଏଭଳିି ଏକ କାର୍ଯ୍ୟ କରି ଗଣମାଧ୍ୟମ ରେ ଚର୍ଚା କୁ ଆସିଥିଲେ ସେତେବେଳେ ସେ ସଡକ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନା ପହଁଚାଇ ତାକଂର ଜୀବନ ବଚେଂଇଥିଲେ ଆଉ ଏବେ ଏଭଳି ପଦକ୍ଷେପ ପାଇଁ ଓ ଶ୍ରୀଯୁକ୍ତ ଶ୍ରୀକାନ୍ତ ବାରିକ ଆଜି ପୁଣି ଚର୍ଚ୍ଚାରେ ଏଭଳି ପୋଲିସ ଅଫିସର କଂ ପାଇଁ ଆମ ରାଜ୍ୟ ଆଜି ଗର୍ବିତ।

ଯଦି ଆପଣ କୁଂ ଆମ ପୋର୍ଟାଲ ଟି ଭଲ ଲାଗିଲା ତ ଟିକେ Like, Share କରିଦେବେ।

Categories
media

‘ମନ କି ବାତ ‘ କାର୍ଯ୍ୟକ୍ରମରେ ମୋଦୀ ଘୋଷଣା କଲେ :’ମୋ ଜୀବନ,’ ମୋ ଯୋଗ’ ପ୍ରତିଯୋଗିତା


ବାଲୁଗାଁ ଖବର TV ୩୧/୦୫ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଯୋଗ ର ମାହାତ୍ମ୍ୟ ବୁଝାଇ କହିଲେ ଯୋଗ ଦ୍ୱାରା ମନୁଷ୍ୟ ଏ କରୋନା ମହାମାରୀ ସଂକଟ ସମୟରେ କିପରି ନିଜର ରେଷପିରୋଟାରି ସିଷ୍ଟମ କୁ ନିରୋଗ ରଖିପାରିବ।

ଦେଶ ବିଦେଶରେ ତାକୁଂ ଅନେକ ନେତା ଯୋଗ ଓ ଆୟୁର୍ବେଦ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଆଜିର ଯୁଗରେ ଲୋକଙ୍କ ଯୋଗ ପ୍ରତି ଆଗ୍ରହ ବଢିଛି ଆଦୌଂ ଯୋଗ ଆସୁନଥିବା ଲୋକ ମଧ୍ୟ ଯେ କୌଣସି ମାଧ୍ୟମରେ ଏପରିକି ଅନଲାଇନ ଭିଡିଓ ଦେଖି ମଧ୍ୟ ଯୋଗ କରୁଛନ୍ତି

ଲୋକଙ୍କ ମନରେ ଯୋଗର ଆଗ୍ରହକୁ ଅଧିକ ବଢାଇବା ପାଇଁ ଆୟୁଷ୍‌ ମନ୍ତ୍ରାଳୟ ପକ୍ଷରୁ ‘My Life, My Yoga’ ନାମକ ଏକ ଅନ୍ତଃରାଷ୍ଟ୍ରୀୟ ଭିଡ଼ିଓ ବ୍ଲଗ୍‌ ପୋଷ୍ଟ ପ୍ରତିଯୋଗିତା ଆରମ୍ଭ ହୋଇଛି । କେବଳ ଭାରତ ନୁହେଁ ଦୁନିଆର କୋଣ ଅନୁକୋଣର ପ୍ରତିଟି ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ । ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଆପଣଙ୍କୁ ନିଜର ୩ ମିନିଟ୍‌ର ଏକ ଭିଡିଓ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ଭିଡିଓରେ ଆପଣଙ୍କୁ ଯୋଗ, ଆସନର ମୂଦ୍ରା ଦେଖାଇବା ସହ ଯୋଗ ଆପଣଙ୍କ ଜୀବନରେ କେଉଁପ୍ରକାର ପରିବର୍ତ୍ତନ ଆଣିଛି ସେ ବିଷୟରେ କହିବାକୁ ପଡ଼ିବ ।

ଯଦି ଆପଣଙ୍କୁ ଆମ ପୋର୍ଟାଲ ଟି ଭଲ ଲାଗିଲା ତ ଟିକେ Like, Share କରିଦେବେ।

Design a site like this with WordPress.com
Get started