
ବାଲୁଗାଁ ଖବର TV NEWS ।୧୬/୦୬ ଟାଙ୍ଗୀ, ଚିଲିକା ଖୋର୍ଧା। ଖବର। ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ।
ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ନିକଟରେ ଥିବା ନୁଆଗାଁ ଠାରେ ସୁରଜ କୁମାର ଜେନା ଯିଏକି ସି ଆର ଫି ଏଫ ର ଜଣେ ଯବାନ ତାକଂ ସହଯୋଗୀ କୁଂ ଧରି ୟୁ ଟ୍ୟୁବ ପାଇଁ ମଜାଳିଆ ଭିଡିଓ ସୁଟିଂ କରୁଥିବା ସମୟରେ କୌଣସି କାରଣ ବଶତଃ ଉକ୍ତ ନୁଆଗାଁ ର ପିତବାସ ଜେନା କଂ ସହ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଏତେ ବଢିଗଲା ଯେ ଉଭୟ ହାତ ଉଠାଉଠି ହୋଇଥିଲେ ଏହା ଦେଖି ନୁଆଗାଁ ଗ୍ରାମର ଗ୍ରାମବାସୀ ସୁରଜ କୁଂ ଏକ ଖୁଣ୍ଟ ରେ ବାନ୍ଧି ଅଟକ ରଖିଥିଲେ ଏହା ଖବର ପାଇ ଟାଙ୍ଗି ଥାନା ପୋଲିସ ସୁରଜ କୁଂ ଉଦ୍ଧାର କରିବା ସହ ଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁରଜ କୁଂ ପ୍ରାଥମିକ ଚିକିତ୍ସା କରାଇଥିଲେ ଓ ଉକ୍ତ ଝଗଡା ରେ ସଂସ୍ଲିଷ୍ଟ ପିତବାସ ଜେନା କୁ ଥାନା କୁ ଆଣି ଘଟଣାର ତଦନ୍ତ କରୁଛନ୍ତି।
କମେଡି ମ୍ୟାନ୍ ସୁରଜ ନାମରେ ଏହି ଯବାନକଂର ଏକ ୟୁ ଟ୍ୟୁବ ରେ ଚାନେଲ ଅଛି ମାତ୍ର ଛୁଟିରେ ବୁଲିଆସିଥିବା ସୁରଜ କୁଂ ଆଜି ଭିଡିଓ ବନାଇବା ମହଗାଁ ପଡିଛି। ଓ ତାଙ୍କ ର ମଜାଳିଆ ଭିଡିଓ ବନାଇବା ନିଶା ଛାଡିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଚି।












You must be logged in to post a comment.