
ବାଣପୁର ବିଗଂପିତ ଅଂଚଳ ର ୧୩ ନମ୍ବର ୱାର୍ଡର ମହିଳାକଂ ନାମ ଅର୍ଣପୁର୍ଣା ରାଉତ ଗତ ୩ ବର୍ଷ ହେଲା ରାଜନ କାର୍ଡ ଖଣ୍ଡେ ପାଇଁ ବିଗଂପିତ ଅଂଚଳ କାର୍ୟଳୟ କୁ ଦଉଡୁଛନ୍ତି କାର୍ଡ ପାଇଁ ଅଧିକାରୀ କଂ ଠାରୁ ରସିଦ ମଧ୍ୟ ପାଇଛନ୍ତି ମାତ୍ର ତାଙ୍କୁ ଏ ପର୍ଯ୍ୟନ୍ତ ରାସନ ମିଳିନି। ମହାମାରୀ ସମୟରେ ସରକାର କଂ ଯୋଜନା ଯୋଜନାରେ ମାତ୍ର ଏ ଦିନ ମୁଲିଆ କଥା ବୁଝନ୍ତି କିଏ ଏ ନେଇ ୧୦ ଦିନ ତଳେ ବାଣପୁର କାର୍ଯ୍ୟନିର୍ବାହୀ ଅଧିକାରୀ ତାକଂ ଘରକୁ ଯାଇଥିଲେ ମାତ୍ର ଏ ପର୍ଯ୍ୟନ୍ତ ତାକୁ କିଛି ବି ମିଳିନି ଆମର ପ୍ରତିନିଧି ତଥା ସମାଜସେବୀ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ସେ ମହିଳା କଂ ସପଖୟରେ ଦାବୀ କରିଛନ୍ତି ତାକୁଂ ତୁରନ୍ତ ଖାଦ୍ୟ ସାମଗ୍ରୀ ମିଳୁ ଯାହାକି ସରକାର କହୁଛନ୍ତି ଏ ମହମାରୀ ସମୟରେ କେହି ଖାଦ୍ୟ ଅଭାବରେ ନ ରହୁ।