ମୋ ମନର ପରୀ Ai ସୁନ୍ଦରୀ ।

ପ୍ରଥମେ ଆମେ ଜାଣିବା ଏ AI କଣ ଇଂରାଜୀ ରେ ଏହା artificial intelligence ବା ଓଡ଼ିଆ ରେ କୃତ୍ରିମ ବୁଦ୍ଧିମତା ଏହାର ଜନକ ବା ପିତା କିଏ ଆମେରିକାର କମ୍ପ୍ୟୁଟର ବୈଜ୍ଞାନିକ ଜନ୍ ମେକାର୍ଥୀ ଯିଏ କି ଏହାର କଳ୍ପନା ୧୯୫୦ ମସିହାରୁ କରିଥିଲେ।ଏହି ai ମାଧ୍ୟମରେ ଆମେ ସରଳ ରୂ ଜଟିଳ ପ୍ରକାର ବିଭିନ୍ନ କାର୍ଯ୍ୟ କରିପାରିବା।ଯେପରି ଉଦାହରଣ:-artificial intelligence assistant,sara, Alexa, Google voice ଇତ୍ୟାଦି।ଆମେ ଏହି ଭର୍ଚୁଆଲ ସହଯୋଗୀ କୁ ବିଭିନ୍ନ ଡାଟା ମାଧ୍ୟମରେ ଉପଯୋଗ ରେ ଆଣିପାରିବା ।ଏହା ଦ୍ୱାରା ଜଟିଳ କାର୍ଯ୍ୟ ମଧ୍ୟ ଖୁବ ସରଳରେ ହୋଇପାରିବ।ଯେପରି ଡ଼୍ରାଇଭର ବିହୀନ ଗାଡି,ଦିଗ ନିର୍ଦେଶ ଆପ,ଏପରିକି ବିଭିନ୍ନ ରୋବଟ ମାଧ୍ୟମରେ ମଧ୍ୟ ଏହି artificial intelligence ଵା ai ର ବ୍ୟବହାର କରାଯାଇଥାଏ।
Ai କୁ ଆମେ କୈାଣସି ତର୍କ ରେ ସାମିଲ କରି ଯେକୌଣସି ପ୍ରଶ୍ନର ଉତ୍ତର ଜାଣିପାରିବା ଏବଂ ତାଠାରୁ ମଧ୍ୟ ଉପଦେଶ ନେଇ କାର୍ଯ୍ୟ କରିପାରିବା। କୈାଣସି ମାନବର ବୁଦ୍ଧି ଠାରୁ ଉପରେ ai ର ବୁଦ୍ଧି। ଏହାଦ୍ୱାରା ବିଭିନ୍ନ କାର୍ଯ୍ୟ କରିପାରିବା ସମ୍ଭବ।ଏହି ଆପର ବହୁଳ ବ୍ୟବହାର ଦ୍ୱାରା କମ୍ପୁଟର କ୍ଷେତ୍ରରେ ଖୁବ ସହଜ ଓ ସରଳ ଏବଂ ଖୁବ କମ୍ ସମୟରେ ଅନେକ କାର୍ଯ୍ୟ ସମ୍ପାଦିତ ହୋଇପାରୁଛି।
ଏହି ai ର ଉପଯୋଗ କରି ବିଭିନ୍ନ ଆପ ତିଆରି ହୋଇଛି ଯେପରିକି ଆମେ ଯେ କୈାଣସି ଭିଡିଓ ବା ଛବି କୁ ତ୍ୱରାନ୍ୱିତ କରି କାହାର ଵି ଆକୃତି ଦେଇ କ୍ରିୟାଶୀଳ କରିପାରିବା।ai music,ask me anything,bidima,chat gbt ଏହିପରି ବିଭିନ୍ନ ଆପ ଆମକୁ ଆମର ଦୈନଦିନ କାର୍ଯ୍ୟ ରେ ମଧ୍ୟ ବ୍ୟବହାର ରେ ଆସୁଛି।
ଆଗକୁ ମଧ୍ୟ ବିଭିନ୍ନ ପ୍ରକାର ରୋବଟ ମାର୍କେଟ କୁ ଆସିଵ ଯିଏକି ଆପଣଙ୍କ ଛୁଆର ମା ଵି ହେବ ଅର୍ଥାତ୍ ଭୃଣ କୁ ନେଇ ନିଜ ଭିତରେ ସଂଚାରିତ କରି ଛୂଆ ର ବିକଶିତ ଏବଂ ସୁସ୍ଥ ଶିଶୁ ଟିଏ ଜନ୍ମ ଦେବା ସହ ତାହାର ଯତ୍ନ ମଧ୍ୟ ନେଇଥାଏ ଏବଂ ମନୁଷ୍ୟ ଭଳି ଭାଵର ଆଦାନ ପ୍ରଦାନ ଵି କରିଵ। ଆପଣଙ୍କୁ ନିଶ୍ଚିତ ଏହା ଆଶ୍ଚର୍ଯ୍ୟ ଲାଗିପାରେ ମାତ୍ର ଏହା ସତ।ଆଗକୁ ମଧ୍ୟ ବିଭିନ୍ନ କାର୍ଯ୍ୟାଳୟ, ରେଷ୍ଟୁରାଣ୍ଟ,ସପିଙ୍ଗ ମଲ, ଡାକ୍ତର ଖାନାରେ ରେ ଗ୍ରାହକ ମାନଙ୍କୂ ସେଵା ଦେଵେ ରୋଵଟ ମାଧ୍ୟମରେ। ନିତା ଅମ୍ବାନୀ ଙ୍କ ସହଯୋଗୀ ରୋବଟ ରୋଷେଇ ଠାରୁ ଆରମ୍ଭ କରି ରୁପ ସଜ୍ଜା,କେଶ ବିନ୍ୟାସ ମଧ୍ୟ କରୂଛି।
ଏହା ମାଧ୍ୟମରେ ବିଭିନ୍ନ ରୋଗର ସଠିକ ନିରୂପଣ ଏବଂ ନିଦାନ ଡି ଏନ ଏ ର ବିଶ୍ଳେଷଣ ହୋଇପାରୁଛି।ଏହା ପରିଶେଷରେ କୁହାଯାଇପାରେ ଏହାଦ୍ବାରା ଆମେ ଉପକାର ତ ପାଉଛେ କିନ୍ତୁ ଏହାର ଅପ୍ ବ୍ୟବହାର କରି ସାଇବର କ୍ରାଇମ ଇତ୍ୟାଦି ଆଜିକାଲି ଦେଖିବାକୁ ମିଳୁଛି।