Categories
media

ଯୁବତୀଙ୍କୁ ଫୋନରେ ପ୍ରେମ ନିବେଦନ କରି ସସପେଣ୍ଡ ହେଲେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସୁବ୍ରତ ଜ୍ଞାନରଂଜନ ।


ବାଲୁଗାଁ ଖବର TV NEWS. ୧୫/୦୬( ଭୁବନେଶ୍ବର) ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ।

ପୁଣି ସାମ୍ନା କୁ ଆସଛି ଖାକି ପୋଷାକକୁ କଳକିଂତ କଲା ଭଳି ଖବର। ଖବର ସୂତ୍ରରୁ ପ୍ରକାଶ ଦୁଇ ବର୍ଷ ପୂର୍ବେ ସୁବ୍ରତ କଟକ ସହର ର ଜନୈକ ୨୫ ବର୍ଷୀୟା ଯୁବତୀ କଂ ସହ ସୋସିଆଲ୍ ମିଡିଆ * facebook ରେ ଚିହ୍ନା ଜଣା ହୋଇଥିଲା ।ପରେ ବନ୍ଧୁତା କରି ସୁବ୍ରତ ତାକଂୁ ଅନେକ ସମୟରେ ଫୋନ କରି ହଇରାଣ କରୁଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ସୁବ୍ରତ ତାଂକୁ ବିବାହ କରିବେ ବୋଲି ମଧ୍ୟ କହଥିଲେ ମାତ୍ର ଯୁବତୀ ଜଣକ ମନା କରିବାରୁ ଏସିଡ୍ ମାରିବାର ଧମକ ଦେଇଥିଲେ ପୋଲିସ କଣ୍ଟ୍ରୋଲ ରୁମ ରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ସୁବ୍ରତ ଜ୍ଞାନରଂଜନ।

ଏହାକୁ ନେଇ ମହିଳା ଜଣକ ସୋମବାର ଦିନ ପୂ୍ର୍ଥକ ଭାବେ ଦୁଇଟି ଥାନାରେ ଅଭିଯୋଗ ରେଜିଷ୍ଟର କରିଥିଲେ କଟକ ଚାଉଳିଆ ଗଂଜ ଥାନା ଓ ଅନ୍ୟ ଟି ଭୁବନେଶ୍ବର ମହିଳା କମିଶନ ଥାନାରେ ଏହାକୁ ଭିତ୍ତି କରି ସୁବ୍ରତ କଂୁ ସସପେଣ୍ଡ କରିଛନ୍ତି ପୋଲିସ ଡିଜି।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started