Categories
media

ଅବସରପ୍ରାପ୍ତ ପୋଲିସ ଅଧିକାରୀ କଂ ବିୟୋଗରେ ବାଲୁଗାଁ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା।


ବାଲୁଗାଁ ଖବର ଟିଭି ନ୍ୟୁଜ। ୧୩ /୦୬ ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ।

.ବାଲୁଗାଁ ୧୩/୦୬ ଓଡିଶା ପୋଲିସର ଅବସର ପ୍ରାପ୍ତ ପୋଲିସ  ଅଧିକାରୀ ଶୀଯୁକ୍ତ ନଟବର ସ୍ୱାଇଁ ଗତକାଲି ରାତ୍ର ୩ ଘ ୪୫ ମିନିଟ ରେ ପୁରୀ ଠାରେ ଦେହତ୍ୟାଗ କରିଛନ୍ତି। ମୁ୍ର୍ତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଜଣେ ସଚୋ୍ଟ ପୋଲିସ ଅଫିସର ଭାବେ ସ୍ୱର୍ଗତ ନଟବର ସ୍ୱାଇଁ କଂର ବେଶ ଖ୍ୟାତି ଥିଲା। ୧୯୯୪ ରୁ ୧୯୯୯ ମସିହା ପର୍ଯ୍ୟନ୍ତ ବାଲୁଗାଁ ରେ ସର୍କଲ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ  ଓ ନିଜର ପ୍ରମୋଶନ ଯୋଗୁଁ ଭୁବନେଶ୍ୱର ବଦଳି ପରେ ସେଠାରେ ୧୯୯୯ ରୁ ୨୦୦୨ ମସିହା ପର୍ଯ୍ୟନ୍ତ ଡେପୁଟି ସୁପରିଟେଣ୍ଡେଣ୍ଟ ପୋଲିସ ଭାବେ ଭୁବନେଶ୍ବର ଠାରେ ନିଜ ଦାୟିତ୍ଵ ତୁଲାଇଥିଲେ । ତାକଂର ମୁ୍ର୍ତ୍ୟୁ ରେ ବାଲୁଗାଁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଓ ଆମେ ସେହି ଦିବଂଗତ ଆତ୍ମା କଂ ସଦଗତି କାମନା  କରିବା ସହିତ ତାଙ୍କ ପରିବାର କୁ ସମବେଦନା ଜଣାଉଛୁ।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started