
ବାଲୁଗାଁ ଖବର ଟିଭି। ୦୯/୦୬( ନୁଆଦିଲ୍ଲୀ ଖବର) ବାଲୁଗାଁ ଖବର ଟିଭି ନ୍ୟୁଜ ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। ଗତ ୧୪ ଦିନ ତଳେ ୨୮ ମେ ରେ ବିଜେପି ର ରାଷ୍ଟ୍ରୀୟ ବକ୍ତା ଶ୍ରୀଯୁକ୍ତ ସମ୍ବିତ ପାତ୍ର କଂ ଠାରେ କରୋନା ଲକ୍ଷଣ ଦେଖାଯିବା ନେଇ ଗୁରୁଗ୍ରାମ ର ମେଦାନ୍ତ ହସପିଟାଲ ରେ ଭର୍ତି ହୋଇଥିଲେ।

ହସପିଟାଲ ରେ ଭର୍ତି ଦିନ ଠାରୁ ଜଔତିରଆଦିତ୍ୟ ସିନ୍ଧିଆ କଂ ସମେତ ଅନେକ ବିଜେପି ନେତା ତାଂକର ଶିଘ୍ର ଆରୋଗ୍ୟ କାମନା କରିଥିଲେ। ଏପରିକି ବାଲୁଗାଁ ,ଚିଲିକା ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ପ୍ରୂଥିରାଜ ହରିଚନ୍ଦନ ଓ ସତ୍ୟନାରାୟଣ ସେନାପତି କଂ ସମେତ ଅନେକ କାର୍ଯ୍ୟକତା ମଧ୍ୟ ସମ୍ବିତ ପାତ୍ର କଂ ଶିଘ୍ର ଆରୋଗ୍ୟ କାମନା କରି ଏକ ଭିଡିଓ ଜାରୀ କରିଥିଲେ।
ଏହା ମଧ୍ୟ ନିଜେ ସମ୍ବିତ ପାତ୍ର ମଗଂଳବାର ସକାଳେ ତାଙ୍କ ଟୱିଟର ରେ ଲେଖିଛନ୍ତି ବିଜେପି ମୋର ପରିବାର ସେମାନକଂର ଆଶିର୍ବାଦ ଓ କାମନା ଯୋଗୁଁ ଆଜି ମୁଁ ସୁସ୍ଥ ହୋଇ ଫେରିପାରିଛି। ସେମାନଙ୍କର ଆଶୀର୍ବାଦ ପାଇଁ ମୁଁ କୋଟି ଦଣ୍ଡବତ କରୁଛି।

ଆହୁରି ମଧ୍ୟ କହିଛନ୍ତି ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆଉ କିଛି ଦିନ ଲାଗିପାରେ ଓ ଡାକ୍ତର ତାଙ୍କୁ ଘରେ ରହିବା କୁ କହିଛନ୍ତି।


