Categories
media

ମୋଦୀ ସରକାର ୨. ୦ ପାଳନ କରିବ ତାର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି।


ବାଲୁଗାଁ ଖବର TV News/ ଭୂବନେଶ୍ବର ଖବର ୦୬/୦୬ ବାଲୁଗାଁ ଖବର TV News ପୋର୍ଟାଲ କୁ ଆପଣଙ୍କୁ ସ୍ୱାଗତ। କେନ୍ଦ୍ର ସରକାର ତାହାର ଦ୍ୱିତୀୟ ପାଳି ର ପ୍ରଥମ ବର୍ଷ ପୂର୍ତ୍ତି ଜୁନ ମାସ ୮ ତାରିଖରେ ପାଳନ କରିବାପାଇଁ ଯାଉଛି ।ଏ ନେଇ ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ର ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ମୋଦୀ ସରକାର ତାଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରା କରିଛନ୍ତି ଏହା ଉପଲକ୍ଷେ କେନ୍ଦ୍ର ସରକାର ଓଡିଶା ବାସୀ ବିଜେପି କାର୍ଯ୍ୟକର୍ତ୍ତା କଂୁ ସମ୍ବୋଧନ ସହ ଦେଶବାସୀ କଂ  ପାଇଁ  ଆସନ୍ତା ଜୁନ୍ ମାସ ୮ ତାରିଖ ଅପରାହ୍ନ ୩ ଘ୩୦ ମିନିଟ ସମୟରେ ଭିଡିଓ ଲିକଂ ମାଧ୍ୟମରେ ଉଦବୋଧନ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହା।

କେନ୍ଦ୍ର ସରକାର ପ୍ରଥମରୁ ଭାରତର ପୂର୍ବାଞ୍ଚଳ ର ଉନ୍ନତି ପାଇଁ ଆଗରୁ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିରେ ଓଡିଶା ପ୍ରଦେଶ ମଧ୍ୟ ଲାଭବାନ ହେବ। ଓ ଏ ମହାମାରୀ ପରିସ୍ଥିତିରେ ଦେଶବାସୀ କଂ ଉନ୍ନତି ପାଇଁ ମୋଦୀ ସରକାର ୨୦ ଲକ୍ଷ କୋଟି ର ପ୍ୟାକେଜ ଘୋଷଣା କରିଥିଲେ ଏଥିରେ ଆମ ଓଡିଶାର ଚାଷୀ ଭାଇମାନେ ମଧ୍ୟ ଲାଭବାନ ହୋଇପାରିବେ।

ଆହୁରି ମଧ୍ୟ ଶ୍ରୀ ସମୀର ମହାନ୍ତି ଓଡିଶା ବାସୀ ଏ ଭିରଚୁଆଲ ରାଲି ରେ facebook ଓYouTube ବା ଏହି ଲିକ୍ଂhttps://bit.ly/AmitShahOdishaJune8 ମାଧ୍ୟମରେ ନିଜ ଘରେ ରହି ଉକ୍ତ ରାଲି ରେ ବହୁତ ସଂଖ୍ୟାରେ ଭାଗ ନେଇ ନିଜର ମତାମତ ରଖିବାପାଇଁ କହିଛନ୍ତି।

ଆପଣଙ୍କୁ ଆମ ପୋର୍ଟାଲ ଟି କେମିତି ଲାଗିଲା ମତାମତ ଦେବେ ଯଦି ଭଲ ଲାଗିଲା ତ ଟିକେ Like, Share କରିଦେବେ।

BALUGAON KHABER TV's avatar

By BALUGAON KHABER TV

I am a AIMA member and propiter of bapuji cable TV network

Leave a comment

Design a site like this with WordPress.com
Get started